ଧର୍ମ ଓ ସଂସ୍କୃତିରାଜଧାନୀରେ ୮୦ ଫୁଟ୍ର ମା’ ଗଜଲକ୍ଷ୍ମୀ
ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କ୍ଲବ୍ ଟାଉନ୍ ପଡ଼ିଆରେ ଆୟୋଜିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ପୂଜା ଉତ୍ସବ। ଚଳିତ ବର୍ଷ ୮୦ ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ବିଶାଳ ମୂର୍ତ୍ତି ହେବ ଉତ୍ସବର ମୁଖ୍ୟ ଆକର୍ଷଣ।
ଧର୍ମ ଓ ସଂସ୍କୃତିଭୁବନେଶ୍ୱରର ଚନ୍ଦ୍ରଶେଖରପୁର କ୍ଲବ୍ ଟାଉନ୍ ପଡ଼ିଆରେ ଆୟୋଜିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ପୂଜା ଉତ୍ସବ। ଚଳିତ ବର୍ଷ ୮୦ ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ବିଶାଳ ମୂର୍ତ୍ତି ହେବ ଉତ୍ସବର ମୁଖ୍ୟ ଆକର୍ଷଣ।